ଆସୁଛି ଆଉଏକ ପଶ୍ଚିମାଝଡ଼ !

0 120

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଆସୁଛି ଆଉ ଏକ ପଶ୍ଚିମା ଝଡ଼।କାଲି ଦେଶକୁ ପ୍ରଭାବିତ କରିପାରେ ଆଉ ଏକ ପଶ୍ଚିମା ଝଡ଼ାଏହାର ପ୍ରଭାବରେ ଝଡ଼ତୋଫାନ ସହ ବର୍ଷା ସମ୍ଭାବନା ରହିଥିବାବେଳେ କାଲି କିଛିଅଞ୍ଚଳରେ ହାଲୁକା ବର୍ଷା ଓ ପ୍ରାୟତଃ ଶୁଖିଲା ପାଗ ରହିବ ବୋଲି କୁହାଯାଇଛି ।ଦିନର ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବା ମାର୍ଚ୍ଚ୨୫ରୁ ବଢ଼ିବ ବର୍ଷାର ବିସ୍ତୃତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave A Reply

Your email address will not be published.