ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍‌

0 224

ଢେଙ୍କାନାଳ,୧୨/୫(ଏସ ଏସ ନିଉଜ) ଜରଡ଼ା ଘାଟିରେ ଭାରସାମ୍ୟ ହରାଇ ଜଗଦମ୍ବା ନାମକ ଯାତ୍ରାପାର୍ଟି ବସ୍‌
ଓଲଟିପଡିଛି ।ଫଳରେ ୨ ଗୁରୁତର ଆହତ ହୋଇଛନ୍ତି ।ଏମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣି ଯାଉଥିବା ବେଳେ ଘାଟିରୁ ତଳକୁ ଖସିପଡି଼ଲା ବସ୍‌ । ବସ୍‌ରେ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିବା ସୂଚନା ମିଳିଛି ।

Leave A Reply

Your email address will not be published.