ଛାଡ଼ ହେଲା ଟିକସ

0 174

ଭୁବନେଶ୍ୱର,୧୫/୭(ଏସ ଏସ ନିଇଜ)ସରକାର ଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ଆଂଶିକ ଲାକଡାଉନର ନୂଆ ଗାଇଡ଼ ଲାଇନ ଅନୁସାରେ ରାଜ୍ୟରେ ବସ ଚାଲିବାକୁ ଅନୁମତି ଦେଇଛନ୍ତି ।ଏହାସହ ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ କରିବାକୁ ଘୋଷଣା କରିଛନ୍ତି । ବସ୍ ଉପରୁ ଟିକସ ଛାଡ଼ ପାଇଁ ରାଜ୍ୟ ପରିବହନ ବିଭାଗ ଘୋଷଣା କରିଛି। କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି । ଷ୍ଟେଜ,କଣ୍ଟ୍ରାକ କ୍ୟାରେଜ ଓ ସ୍କୁଲ ବସମାନଙ୍କ ଉପରୁ ଟିକସ ଛାଡ଼ ଘୋଷଣା କରାଯାଇଛି ।

Leave A Reply

Your email address will not be published.