ଭାଙ୍ଗିଲାବନ୍ଧ, ଜଳମଗ୍ନ ହେଲା ଛଅଟି ଗାଁ

0 324

କଣାସ, ୧୪/୯(ଏସଏସନିୟୁଜ) ମଲାଗୁଣି ନଦୀର ପ୍ରାୟ ୩୦ ଫୁଟ ର ବନ୍ଧ ଭାଙ୍ଗିଯିବାଫଳରେ କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତର ୬ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ହଳଦୀ ପଦର ,ତୈଲା,ଭଗବତୀପଡା,ଦିବ୍ୟସିଂହ ପୁର, ବାରମାଣ ,ଅଵ୍ୟପୁରୁ,ବରାଗଡ଼ ଆଦି ଗ୍ରାମ ଗୁଡିକରେ ଅନେକ ପରିବାର ପାଣି ଘେରରେ ରହିଛନ୍ତି ।ଯାହାଫଳରେ ଲୋକମାନେ ନାହିଁନଥିବା ଦୁର୍ଦଶା ଭୋଗକରୁଛନ୍ତି ।

Leave A Reply

Your email address will not be published.