ଲସି ପିଇ ୬୦ରୁ ଉର୍ଦ୍ଧ ଅସୁସ୍ଥ

0 284

ମାଲକାନଗିରି, ୧/୫ (ଏସଏସନିୟୁଜ) ମାଲକାନଗିରି କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଲସି ପିଇ ୬୦ରୁ ଅଧିକ ଗୁରୁତର ହୋଇଛନ୍ତି । କାଲଦା ପଞ୍ଚାୟତରେ ଏହି ଘଟଣା ଘଟିଥିବା ବେଲେ ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ । ଅଗ୍ନିଶମ ବିଭାଗ ଟିମ୍ ଖବର ପାଇ ୬୦ରୁ ଅଧିକ ଗୁରୁତରହୋଇଥିବା ଲୋକ ମାନଙ୍କୁ ଚିକିତ୍ସା ନିମନ୍ତେ ପଡିଆ ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଁଚି ସ୍ଥିତି ଅନୁଧ୍ୟାନ କରିଥିବାର ଜଣାପଡିଛି

Leave A Reply

Your email address will not be published.