ରାଉରକେଲା,୨୬/୭(ଏସ ଏସ ନିଉଜ)ସ୍କୁଲ ଗେଟ୍ରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ପ୍ରଧାନଶିକ୍ଷକ ମାଡ଼ ମାରିବା ସହ ଗାଳିଗୁଲଜ କରୁଥିବା ଅଭିଯୋଗରେ ସ୍କୁଲର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ତାଲା ପକାଇ ଧାରଣାରେ ବସିଛନ୍ତି।
