ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ)ଚେନ୍ନାଇରୁ ଫିଲ୍ମ ‘ଦମନ’ ଟିମ୍ ଫେରିଥିଲେ ମଧ୍ୟ ଟିମରେ ଆସିନାହାଁନ୍ତି ବାବୁସାନ । ୨୪ ତାରିଖ ରାତି ୧୦ଟାରେ ହୋଟେଲ ଛାଡ଼ିଥିବା ଟିମପକ୍ଷରୁ ସୂଚନା ଦିଆଯାଇଛି । ଫେରିବା ପାଇଁ ଟିକେଟ୍ ମଧ୍ୟ ହୋଇଥିଲା, କିନ୍ତୁ ଆସିଲେନି ବାବୁସାନ ।

Prev Post
Next Post