୧୦ମଜାତୀୟ ଭୋଟରଦିବସରେ ପୁରସ୍କୃତ ହେଲେ ରାଜେଶ

0 246

ଭୁବନେଶ୍ୱର,୨୫/୧(ଏସଏସନିୟୁଜ) ଦଶମଜାତୀୟ ଭୋଟରଦିବସ ଉପଲକ୍ଷେ ରବିନ୍ଦ୍ରମଣ୍ଡପଠାରେ ଆୟୋଜିତ ସଭାରେ ଗଣ୍ଡମୁଣ୍ଡା ଉଚ୍ଚବିଦ୍ୟାଳୟର ଛାତ୍ର ରାଜେଶକୁମାରରଣା ଓଡିଆବକ୍ତୃତାପ୍ରତିଯୋଗୀତାରେ ତୃତୀୟସ୍ଥାନ ଅଧିକାର କରି ରାଜ୍ୟପାଳ ଗଣେଶୀଲାଲଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଗଣ୍ଡମୁଣ୍ଡା ଅଂଚଳରେ ଖୁସିର ବାତାବରଣ ଖେଳିଯାଇଛି ।

ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କ ସହ ଅନ୍ୟମାନଙ୍କର ଉପଯୁକ୍ତ ପ୍ରସ୍ତୁତି ଓ ମାର୍ଗଦର୍ଶନ ନିମନ୍ତେ ଗାଇଡଶିକ୍ଷୟତ୍ରୀ କବିତାକାନୁନ୍‌ଗୋ ଓ ରାଜେଶକୁ ମିଳିଛି ପ୍ରଶଂସା ଓ ଶୁଭେଛା ।ଆଗାମି ପିଢିମାନେ ଭାଷଣ ନୁହେଁ ନିଜ ଅଂଚଳର ଲୋକମାନଙ୍କର ଉନ୍ନତି କରିବାର ମନୋବୃତି ଥିବା ଓ କାର୍ଯ୍ୟକରୁଥିବା ନେତାମାନେ ହିଁ ଉତମ ଶାସନ କରିପାରିବେ ବୋଲି ରାଜେଶ କହିଛନ୍ତି

Leave A Reply

Your email address will not be published.