୧୦ତାରିଖରେ ସୃଷ୍ଟି ହେବ ଲଘୁଚାପ

0 165

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ) ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତ , ବିହାର ଓ ଛତିଶଗଡରେ ମୌସୁମୀକୁ ଆଣିବାରେ ସହାୟକ ହେବ । ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ ବୋଲି ଆକଳନ କରିଛି ପାଣିପାଗ ସଂସ୍ଥା ସ୍କାଏ ମେଟ୍ ।

Leave A Reply

Your email address will not be published.