ଗ୍ରୀଷ୍ମପ୍ରବାହ ପାଇଁ ୧୧ ଜିଲ୍ଲାରେ ଓ୍ୱାର୍ଣ୍ଣିଂ ଜାରି

0 280

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ) ରାଜ୍ୟରେ ଲାଗିରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ ।ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି।ସେଇଥି ପାଇଁ ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।ଆଗାମୀ ୨ ଦିନ ଯାଏଁ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ତାତି ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦୁଆଯାଇଛି ।

Leave A Reply

Your email address will not be published.