୧୧ରୁ ଧବଳେଶ୍ଵରଙ୍କ ଦର୍ଶନ

0 366

ଆଠଗଡ଼,୭/୧(ଏସଏସନିୟୁଜ) ଦୀର୍ଘ ୯ ମାସ ପରେ କାଲିଠୁ ଖୋଲିବ କଟକ ଆଠଗଡ଼ର ଧବଳେଶ୍ଵର ମନ୍ଦିର । ଆସନ୍ତାକାଲି କେବଳ ପୂଜକଙ୍କ ପରିବାର ଦର୍ଶନ କରିପାରିବେ । ଜାନୁଆରି ୯ ଓ ୧୦ରେ ମଞ୍ଚେଶ୍ବର ପଞ୍ଚାୟତବାସୀଙ୍କୁ ମିଳିବ ଦର୍ଶନ ଅନୁମତି । ୧୧ରୁ କୋଭିଡ ନିୟମ ମାନି ଦର୍ଶନ କରିପାରିବେ ସାଧାରଣ ଭକ୍ତ । ଥରକେ ୫୦ରୁ ଅଧିକ ଲୋକଙ୍କୁ ମିଳିବନି ଦର୍ଶନ ଅନୁମତି.ବୋଲି ଜଣାପଡିଛି।

Leave A Reply

Your email address will not be published.