୧୨ଟାରେ ରଥଟଣା

0 557

ପୁରୀ,୨୯/୬(ଏସଏସନିୟୁଜ) ୧ତାରିଖରେ ଚତୁର୍ଦ୍ଧାମୁର୍ତୀଙ୍କର ବାହୁଡା ଯାତ୍ରା । ବାହୁଡାଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିତୀ ନିର୍ଘଂଟ ହୋଇଛି ।ଭୋର୪ଟାରେ ମଙ୍ଗଳଆରତି,ମଇଲମ ୪.୧୫ମି. ୪.୩୦ରେ ତଡପଲାଗି ଓ ରୋଷହୋମ, ଅବକାଶ ୫ଟାରେ,୫.୧୫ରେ ସୁର୍ଯ୍ୟପୁଜା,୫.୩୦ରେ ଦ୍ୱାରପାଳ ପୁଜା ଓ ବେଶଶେଷ,ଏହାପରେ ଗୋପାଳବଲ୍ଲଭ ଓ ସକାଳ ଧୁପ, ୭ରୁ ୭.୩୦ ରେ ସେନ।ପଟାଲାଗି, ମଙ୍ଗଳାର୍ପଣ,ସାକଳ୯ରୁ୧୦ଟାରେ ବାହୁଡା ପହଣ୍ଡି,ଛେରାପହଁରା ୧୦ଟାରୁ୧୧ଟା,୧୨ଟାରେ ରଥଟଣା ଆରମ୍ଭ ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିତୀ ନିର୍ଘଂଟ ହୋଇଛି ।

Leave A Reply

Your email address will not be published.