ଜୁଲାଇ ଶେଷରେ ମାଟ୍ରିକ ଫଳ

0 511

ଭୁବନେଶ୍ୱର,୨୯/୬(ଏସଏସନିୟୁଜ)ମାଟ୍ରିକପରୀକ୍ଷାଫଳ ଜୁଲାଇମାସର ଶେଷସପ୍ତାହରେ ପ୍ରକାସ ପାଇବାର ସମ୍ବାବନା ରହିଛି । କାରଣ ଜୁନ୩୦ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଖାତାଦେଖା ସରିବାର ଟାର୍ଗେଟରେ ରହିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଏହି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଁଚିଛି ।ସମସ୍ତ ଉତରଖାତା ବୋର୍ଡକୁ ଫେରି ଆସିବାପରେ ଜୁଲାଇ ମାସ ମଧ୍ୟ ଭାଗ ସୁଦ୍ଧା ପରୀକ୍ଷାଫଳ େଓବସାଇଟରେ ଅପଲୋର୍ଡ କରାଯିବା ପରେ ଫଳ ପ୍ରକାସନର ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.