୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର

0 260

ଭୁବନେଶ୍ୱର,୨୫/୨(ଏସ୍‌ଏସ୍‌ନିୟୁଜ)କରୋନାପାଇଁ ଏବେଠାରୁ ସଜାଗ ରହିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟସରକାର । ।୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ନିମନ୍ତେ ସ୍ୱାସ୍ଥ୍ୟସଚିବ ସମସ୍ତ ଜିଲ୍ଲାପାଳ ଓ କମିସନରଙ୍କ ପାଖକୁ ଲେଖିଲେ ଚିଠି ।ଏହାସହ ଦୁଇ ଏୟାରପୋର୍ଟ ନିର୍ଦ୍ଦେଶକ ଓ ପୁର୍ବତନ ଜିଏମ୍ ମଧ୍ୟ ଚିଠି ଲେଖିଲେ । ମହାରାଷ୍ଟ୍ର,କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ, ପଞାବ, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁ,କର୍ଣାଟକ ,ଆନ୍ଧ୍ରପ୍ରଦେଶ ଆଦି ୧୨ଟି ରାଜ୍ୟରୁ ଆସୁଥିବା ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଦେଲେ ପରାମର୍ଶ ।

Leave A Reply

Your email address will not be published.