୧୫ରୁ ପଶ୍ଚିମାଝଡ଼

0 146

ଭୁବନେଶ୍ୱର,୧୩ା୩(ଏସଏସନିଉଜ)ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ରହିଛି । ୧୫ରେ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।୧୬ ଓ ୧୭ରେ ବିଜୁଳି-ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଆକଳନ କରିଛି ।

Leave A Reply

Your email address will not be published.