୧୮ରେ ଦକ୍ଷିଣ ଓଡ଼ିଶାରେ ବର୍ଷା

0 128

ଭୁବନେଶ୍ୱର,୧୬/୯(ଏସଏସ ନିଉଜ)୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର, ତଥା ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।୧୮ରୁ ବର୍ଷା ଆରମ୍ଭ ହୋଇ ୧୯ରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ବଢିବ ବର୍ଷାର ପରିମାଣ ବଢିବ ବୋଲି ଜଣାପଡିଛି।

Leave A Reply

Your email address will not be published.