ଲମତାପୁଟ,୧୬/୯(ଏସ ଏସ ନିଉଜ) ଆନ୍ଧ୍ରସୀମାନ୍ତରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି।କାରରେ ୟୁପି ଚାଲାଣ ବେଳେ ବଡ଼କିଚବ ନଦୀଘାଟରୁ ଜବତ ହୋଇଛି।୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ ।କିନ୍ତୁ ଏହି ଘଟଣାରେ ୨ଜଣ ଫେରାର ହୋଇଯାଇଛନ୍ତି।

Prev Post
Next Post