ଭାଙ୍ଗିଲା କିଶୋର ମଟନହୋଟେଲ୍

0 215

ଭୁବନେଶ୍ୱର,୧୬/୯(ଏସଏସ ନିଉଜ) ଚର୍ଚ୍ଚିତ କିଶୋର ମଟନ ହୋଟେଲ ଭାଙ୍ଗିଲା BMC।ବେଆଇନ ଭାବେ ମଟନ ହୋଟେଲ ତିଆରି ହୋଇଥିବାରୁ ଭାଙ୍ଗିଲା।ବୁଧବାର ଚଢ଼ାଉ କରି ହୋଟେଲକୁ ସିଲ୍ କରିଥିଲା BMC।ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିବାରୁ ଭାଙ୍ଗିଦେଲା।

Leave A Reply

Your email address will not be published.