ସ୍ତ୍ରୀକୁ ହତ୍ୟାକଲା ପିଶାଚସ୍ବାମୀ

0 126

ମାଲକାନଗିରି,୧୬/୯(ଏସଏସ ନିଉଜ) ଟଙ୍କୋମୁଣ୍ଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି। ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ପତ୍ନୀ କାନ୍ତୁ ହନ୍ତାଳକୁ ହତ୍ୟା କରିଛି ମହେନ୍ଦ୍ର ହନ୍ତାଳ।ବେକକାଟି ହତ୍ୟାକଲା ପିଶାଚ ସ୍ବାମୀ । ହତ୍ୟାକାରୀକୁ ସ୍ବାମୀ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.