୧୮ରେ ମାଟ୍ରିକ ରେଜଲ୍ଟ

0 160

ଭୁବନେଶ୍ୱର,୧୬।୫(ଏସଏସନିଉଜ) ମେ୧୮ତାରିଖ ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।ସକାଳ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବାପରେ
ଦିନ ୧୨ଟାରେ ଅନଲାଇନରେ ରେଜଲ୍ଟ ମିଳିପାରିବ ।www. bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ।ଉଭୟ ୱେବସାଇଟ୍ ଓ SMS ମାଧ୍ୟମରେ ମିଳିବ ଫଳ।୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

Leave A Reply

Your email address will not be published.