୧୯ ଜଣଙ୍କୁ ବହିଷ୍କାର କଲେ ରାଜ୍ୟ ବିଜେପି

ଭୁବନେଶ୍ୱର,୫/୨(ଏସଏସନିଉଜ)ଦଳ ବିରୋଧୀ କାର୍ଯ୍ୟ  ପାଇଁ ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଓ ରାଜ୍ୟ ସଭାପତି ଙ୍କଅନୁମୋଦନ କ୍ରମେ ୧୯ ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବାନେଇ ବିଜେପି ପକ୍ଷରୁ କୁହାଯାଇଛି ।ସେମାନେ ହେଲେ ରାୟଗଡ଼ା ଜିଲ୍ଲାର ନକୁଳ ସେନାପତି, ମିନକେତନ ହିକକା, ପୁରୀ ଜିଲ୍ଲାର ରାମଚନ୍ଦ୍ର ବେହେରା, ସୁଶାନ୍ତ କୁମାର କାନୁନଗୋ, ବିଶ୍ୱଜିତ୍ ମହାନ୍ତି, ସୁଶ୍ରୀ ବିଜୟଲକ୍ଷ୍ମୀ ତ୍ରିପାଠୀ, ଶାନ୍ତନୁ ଦଳାଇ, ସୁଶ୍ରୀ ଶାନ୍ତିମୟୀ ଦଳାଇ, ବାଲେଶ୍ୱର ଜିଲ୍ଲାର ସୁଶ୍ରୀ ଶୃତିରେଖା ପାଣିଗ୍ରାହୀ, ସୁଶ୍ରୀ ଜୟନ୍ତୀ ଜେନା, ମଞ୍ଜୁଲତା ସିଂହ, ରାଜକିଶୋର ହାଁସଦା ,ଗଜପତି ଜିଲ୍ଲାର ମଣ୍ଡଳ ଲୋକାନାଧମ (ସୁବାଷ), କେନ୍ଦ୍ରାପଡ଼ା ଜିଲ୍ଲାର ଦେବାଶିଷ ଦାସ, ରଶ୍ମିତା ଦାସ, ଅଚିନ୍ତ ମାଇତି, ଉଷାରାଣୀ ମିଶ୍ର, ନାରାୟଣ ପ୍ରସାଦ ସ୍ୱାଇଁ, ସନ୍ତୋଷ ଜେନା, ପ୍ରମୁଖ ରହିଛନ୍ତି ।

- Advertisement -

Leave A Reply

Your email address will not be published.