୧ କୋଟିର ବ୍ରାଉନସୁଗାର ଜବତ

0 194

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ପିପିଲି-ନିମାପଡ଼ା ଓଭର ବ୍ରିଜ୍ ଉପରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଧରିଛି ବ୍ରାଉନସୁଗାର । ଓଭର ବ୍ରିଜ୍ ଉପରେ ଡିଲ ହେଉଥିବାବେଳେ ଇମତାଜ ଖାନ ନାମକ ଯୁବକଙ୍କ ପାଖରୁ ୧ କୋଟି ଟଙ୍କାରୁ ଅଧିକ ମୁଲ୍ୟର ୧ କେଜି ୪୮ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖାନଙ୍କୁ ଗିରଫ କରିଛି ଏସଟିଏଫ୍ ।

Leave A Reply

Your email address will not be published.