୨ ସହିଦ ଓଡିଆ ଯବାନଙ୍କ ପାଈଁ ୨୫ ଲକ୍ଷ ସହାୟତା -ମୁଖ୍ୟମନ୍ତ୍ରୀ

0 241

ଭୁବନେଶ୍ୱର ,୧୮/୬(ଏସଏସଏନିୟୁଜ)ଲଦାଖ ସୀମାରେ ଶହିଦ ୨ ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Leave A Reply

Your email address will not be published.