୨୧୨ ଘଣ୍ଟା ପରେବି ବଞ୍ଚିଛି ଜୀବନ

0 142

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ୮ ଦିନପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହେଲେ ୭୭ ବର୍ଷୀୟ ବୃଦ୍ଧା୨୧୨ଘଣ୍ଟା ପରେବି ବଞ୍ଚିଛିଜୀବନ । ୮ଦିନ ପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୭୭ବର୍ଷୀୟ ବୃଦ୍ଧ । ଉଦ୍ଧାରକାରୀଦଳ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେବି ଅତି ଚମତ୍କାରଭାବେ ଲୋକଙ୍କୁ ଭଗ୍ନାବଶେଷତଳୁ ଉଦ୍ଧାର କରାଯାଉଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଟିମ୍ ।ସେପଟେ ୪୦ ହଜାର ପାରକରିଛି ତୁର୍କୀ ଓ ସିରିୟାରେ ଭୂକମ୍ପ ମୃତ୍ୟୁସଂଖ୍ୟା । ଏବେ ଉଦ୍ଧାର କାର୍ଯ୍ୟ  ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି । ତୁର୍କୀ ଓ ସିରିୟାରେ ୭୦ ଲକ୍ଷରୁ ଅଧିକଶିଶୁ ପ୍ରଭାବିତ ହୋଇଛନ୍ତି । ଏବେ ପ୍ରତ୍ୟେକଦିନ ହଜାରହଜାର ଲୋକ ପ୍ରଭାବିତଅଂଚଳ ଛାଡି ଅନ୍ୟସ୍ଥାନକୁ ପଳାଇ ଯାଉଛନ୍ତିା

Leave A Reply

Your email address will not be published.