୨୧ରେ ବାଚସ୍ପତି ନିର୍ବାଚନ

୨୨ରୁ ବିଧାନସଭା

0 101

 

ଭୁବନେଶ୍ୱର,୩୧।୮(ଏସଏସନିଉଜ)ଖୁବଶୀଘ୍ର ବଧାନସଭା ବାଚସ୍ପତି ପଦକୁ ନେଇ ହଟିବ ସସପେନ୍ସ। ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିପାଇଁ ୧୮ରେ ନାମାଙ୍କନ ଦାଖଲ କରାଯିବ । ପ୍ରାୟ ୪ ମାସ ପରେ ପୂରଣ ହେବ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ବାଚସ୍ପତିପଦ ।ଏହାସହ ୨୨ରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି।ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ଅଧିବେଶନ।
୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.