କଏଦୀଙ୍କ ଆଣ୍ଠୁରେ ଲାଗିବ GPS

0 168

ଭୁବନେଶ୍ୱର,୩୧।୮(ଏସଏସନିଉଜ)ଅଭ୍ୟାସଗତ ଅପରାଧୀ ଙ୍କ ଗୋଡ଼ରେ ଲାଗିବାକୁ ଯାଉଛି GPS।୭ବର୍ଷରୁ କମ ସଜ୍ଜା ପାଉଥିବା କଏଦୀଙ୍କ ଗୋଡ଼ରେ ଲାଗିବ।ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଛି।ପ୍ରଥମ ପର୍ଯ୍ୟାୟରେ ଝାରପଡା ଓ ଚୌଦ୍ବାରରେ ଲାଗିବ।ପୂର୍ବରୁ ଭାରତର କୌଣସି ଜେଲରେ ଏପରି ବ୍ୟବସ୍ଥା ନଥିବାର ଜଣାପଡିଛି।

Leave A Reply

Your email address will not be published.