୨୬ ଲକ୍ଷର ବ୍ରାଉନ ସୁଗାର ଜବତ

0 359

ଜଳେଶ୍ୱର ,୬/୩(ଏସଏସନିଉଜ)କମର୍ଦ୍ଦା ଅଞ୍ଚଳରୁ ଅବକାରୀ ବିଭାଗ ଚଢ଼ାଉ କରି ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରିଥିବାର ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

Leave A Reply

Your email address will not be published.