୨କୋଟିର ବ୍ରାଉନସୁଗାର ଜବତ

0 131

ଭୁବନେଶ୍ୱର,୬/୬(ଏସ ଏସ ନିଉଜ)ଭୁବନେଶ୍ୱରରୁ ୨ କେଜି ୫୮ ଗ୍ରାମ ବ୍ରାଉନସୁଗାର ଜବତ ହେବାସହ ଏହିଘଟଣାଇ ୩ ଗିରଫ ହୋଇଛନ୍ତି ।ଭୁବନେଶ୍ୱର ଏମ୍ସ୍ ନିକଟରେ ବିକ୍ରି ପାଇଁ ଡିଲ୍ ବେଳେ STFଦ୍ୱାରା ଜବତ କରାଯାଇଥିଲା ।ଗିରଫ ୩ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣା ଅଞ୍ଚଳର ।ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨କୋଟି ୫ଲକ୍ଷ ଟଙ୍କାର ହେବବୋଲି ସୂଚନା ମିଳିଛି ।

Leave A Reply

Your email address will not be published.