ଫେରୁଥିବା ବେଳେ ଚଢ଼ିଗଲା ହାଇୱା

0 173

କେନ୍ଦ୍ରାପଡ଼ା,୬/୬(ଏସ ଏସ ନିଉଜ)ହାଇୱା ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଟିଉସନରୁ ଫେରୁଥିବା ବେଳେ ହାଇୱାଟି ଚଢ଼ିଯାଇଥିଲା ।ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିସଜନ୍ତି ।ମୃତ ଛାତ୍ରୀ ହେଉଛନ୍ତି ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁରର ସୁବାସ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଲେଙ୍କା ।

Leave A Reply

Your email address will not be published.