କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ

0 247

ଭୁବନେଶ୍ୱର,୬/୬(ଏସ ଏସ ନିଉଜ) ପ୍ରସିଦ୍ଧ ଗାୟକ କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ୍‌ ହେବାକୁ ଯାଉଛି ।
କେକେ ଶେଷ ଗୀତ ଫିଲ୍ମ ଶେରଦିଲ ଦ ପିଲିଭାତ ସାଗା ପାଇଁ ଗାଇ ଥିଲେ। ଏହି ଗୀତର ଲିରିକ୍ସ ଗୁଲଜାର ଲେଖିଛନ୍ତି ଏବଂ କମ୍ପୋଜ କରିଛନ୍ତି ଶାନ୍ତନୁ ମୋଇତ୍ରା। ଏହ ଗୀତର ନାଁ ଧୂପ ପାନି ବହେନ ଦୋ ରହିଛି।

Leave A Reply

Your email address will not be published.