ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଆସନ୍ତା ୩୦ତାରିଖରେ ରାଜ୍ୟର ସମସ୍ତବିଦ୍ୟାଳୟରେ ଏକ ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନବମରୁ ଦ୍ବାଦଶ ପିଲାଙ୍କ ଅଭିଭାବକ ସାମିଲ ହେବେ। ଛାତ୍ରଛାତ୍ରୀଙ୍କ ପାଠପଢା ସହ ବିଭିନ୍ନ ପ୍ରସଙ୍ଗନେଇ ଆଲୋଚନା ହେବା ସହ (ଇଚଇଇଜ)ଓଊନେଇ ଆଲୋଚନ ହେବ। ରାଜ୍ୟ ସରକାର ଅଭିଭାବକମାନଙ୍କଠାରୁ ସମ୍ମତି ପାଇବାପରେ ଅଟୋମେଟେଡ୍ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (ଇଚଇଇଜ) ଓଊ ପ୍ରସ୍ତୁତ କରିବେ।ଏନେଇ ସର୍ବସମ୍ମତି ମିଳିବାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପିତାମାତାଙ୍କ ସମ୍ମତିପତ୍ର ସଂଗ୍ରହ କରି ଏହାକୁ ସରକାରଙ୍କ ନିକଟକୁ ପଠାଇବେ। ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ ସହିତ ସମାନ୍ତରାଳ ଭାବେ କେନ୍ଦ୍ର ଦ୍ୱାରା ଆରମ୍ଭ ହୋଇଥିବା ‘ଏକ ଜାତି, ଏକ ଛାତ୍ର ଓଊ’ କାର୍ୟ୍ୟକ୍ରମ (ଇଚଇଇଜ) ଓଊ ପ୍ରସ୍ତୁତ ହେବ।
