ଭୁବନେଶ୍ୱର,୩।୨(ଏସଏସ ନିଉଜ)କ୍ରାଇମବ୍ରାଞ୍ଚ STF କବଜାରେ ପଡିଛି ନକଲି ନୋଟ୍ ମାଷ୍ଟରମାଇଣ୍ଡ।ମାଷ୍ଟରମାଇଣ୍ଡକୁ ଧରିବା ସହ ୩୧ ଲକ୍ଷର ନକଲି ନୋଟ୍ ଜବତ ହୋଇଛି। ମାଷ୍ଟରମାଇଣ୍ଡ କଣ୍ଟାମାଳ ଅଞ୍ଚଳର ଲିଙ୍ଗରାଜ ବେହେରା ଗିରଫ ହୋଇଥିବାବେଳେ ବଲାଙ୍ଗିର ବସ୍ଷ୍ଟାଣ୍ଡ ମୁଖ୍ୟ ଫାଟକ ନିକଟରେ ଚଢାଉ ବେଳେ ଗିରଫ ହୋଇଥିଲେ।
