୨ ନାବାଳିକା ଉଦ୍ଧାର

0 156

କମର୍ଦ୍ଦା, ୨୫ା୧୨(ଏସଏସନିଉଜ) ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗ୍ରାମର ସ୍ୱର୍ଗତ ନନ୍ଦଲାଲ ଜେନାଙ୍କ ପୁଅ ସଞ୍ଜୟ କୁମାର ଜେନା (୪୦) କମର୍ଦ୍ଦା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବାନେଇ କମର୍ଦ୍ଦା ଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ଚଢଉ କରି ନାବାଳିକାକୁ ଉଦ୍ଧାର କରିଥିଲେ ।ସେହିଭଳିଭାବେ ଛୋଟଖାନପୁର ଗ୍ରାମର ଖଗେନ୍ଦ୍ର ନନ୍ଦୀଙ୍କ ପୁଅ ଅରବିନ୍ଦ ନନ୍ଦୀ (୩୦) କମର୍ଦ୍ଦାଥାନା ଅଧୀନ ନାଚିନ୍ଦା ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବାବେଳେ ପୋଲିସ ନାବାଳିକାକୁ ଉଦ୍ଧାର କରିଛି ।

Leave A Reply

Your email address will not be published.