୪୦ଟି ସ୍କୁଲ ୨ ଦିନ ପାଇଁ ଛୁଟି

0 180

ଜଗତସିଂହପୁର,୧୯/୮(ଏସଏସନିଉଜ) ଜଗତସିଂହପୁର ଜିଲ୍ଲାର ୪୦ଟି ସ୍କୁଲ ଆସନ୍ତା ୨ ଦିନପାଇଁ ଛୁଟି ଘୋଷଣା ହୋଇଛି ।୧୯ ଓ ୨୦ ତାରିଖ ୨ ଦିନ ସ୍କୁଲ ଗୁଡ଼ିକ ଛୁଟି ରହିବ. ବନ୍ୟା ସ୍ଥିତି ପାଇଁ ୨ ଦିନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।ସ୍କୁଲ ଛୁଟି ନେଇ ୭ଟି ବ୍ଲକର ବିଇଓଙ୍କୁ ଜିଲ୍ଲାପାଳଙ୍କ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.