୪ ମହଲାରୁ ଡେଇଁଲେ ରୋଗୀ

0 135

ଢେଙ୍କାନାଳ, ୧୮/୮(ଏସଏସନିଉଜ) ଢେଙ୍କାନାଳ ହସ୍ପିଟାଲ ଛାତରୁ ଡେଇଁ ଜଣେ ରୋଗୀ ମୃତ୍ୟୁବରଣ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ମୃତ୍ୟୁବରଣ କରିଥିବା ରୋଗୀ ହେଉଛନ୍ତି ପର୍ଜଙ୍ଗ ଅଞ୍ଚଳର ଦୁର‌୍ୟ୍ୟୋଧନ ନାୟକ । ଗତକାଲି ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ ।

 

Leave A Reply

Your email address will not be published.