ରାସ୍ତା ଉପରେ ପାଣି

0 124

କୋଣାର୍କ, ୧୮/୮(ଏସଏସନିଉଜ)ଗୋପ-ପୁରୀ ମୁଖ୍ୟ ରାସ୍ତାରେ ୩ ଫୁଟର ପାଣି, ଚାଲିଛି । ଗୋପ-ପୁରୀ ମୁଖ୍ୟରାସ୍ତାର ଷୋଳପୁର ନିକଟରେ ୩ ଫୁଟର ପାଣି । କୁଶଭଦ୍ରା ନଦୀବନ୍ଧର ଖଣ୍ଡିଆକୁଦ ନିକଟରେ ଘାଇ ଯୋଗୁଁ ବଢୁଛି ବନ୍ୟାପାଣି । ରାସ୍ତା ଉପରେ ପାଣି ଯୋଗୁଁ ଗୋପରୁ ପୁରୀକୁ ଗମନାଗମନ ବ୍ୟାହତ ହୋଇଛି ।

 

Leave A Reply

Your email address will not be published.