୪ରେ ଘୋଷଣାହେବ ନିର୍ବାଚନତାରିଖ !

ନେତାଙ୍କ ଛାତି ଧଡଧଡ

0 62

ଭୁବନେଶ୍ୱର,୨୩।୨(ଏସଏସନିଉଜ) ସାରା ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନୀଚର୍ଚ୍ଚା।କେବେ ହେବ ନିର୍ବାଚନ ଓ କିଏ ପାଇବ ଟିକେଟ।ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ରେ ନିର୍ବାଚନ ତାରିଖ ଘୋଷଣା ହେବାନେଇ ଭାରତୀୟ ନିର୍ବାଚନ କମିସନର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି।ଏହାଭିତରେ ବିଭିନ୍ନ ରାଜ୍ୟ ଭ୍ରମଣ କରି ନିର୍ବାଚନ କମିସନର ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି। ଯେହେତୁ ଜୁନମାସରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ତା ପୂର୍ବରୁ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ ହେବ। ସେଥିପାଇଁ ମାର୍ଚ୍ଚରେ ନିର୍ବାଚନ ତାରିଖ ଘୋଷଣା ହେଲେ ଏପ୍ରିଲ ମେରେ ନିର୍ବାଚନ ଶେଷ ହେବ।ଆଗରୁ ୯ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବାନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

Leave A Reply

Your email address will not be published.