୫୦ ଫୁଟ୍ ତଳକୁ ଖସିଲା ଟ୍ରକ

0 198

କୋଇଡା,୫/୧୦(ଏସଏସ ନିଉଜ)୫୦ ଫୁଟ୍ ତଳକୁ ଖସିଲା ଟ୍ରକ।ଯାହାଫଳରେ ଚାଳକ ଓ ହେଲପର ମୃତୁବରଣ କରିଛନ୍ତି। । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟାଫାଣ୍ଡି ଅଞ୍ଚଳରେ । ଭାରସାମ୍ୟ ହରାଇ ଟ୍ରକଟି ପୋଲତଳକୁ ଖସିପଡିଥିବାର ସୂଚନା ମିଳିଛି ।ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି । ମୃତକଙ୍କ ପରିଚୟ ଅସ୍ପଷ୍ଟ ।

Leave A Reply

Your email address will not be published.