Take a fresh look at your lifestyle.

୫-ଟି ସଚିବଙ୍କ ଏକାମ୍ରକ୍ଷେତ୍ର ପରିଦର୍ଶନ

0 166

ଭୁବନେଶ୍ୱର,୭/୧୨(ଏସଏସନିୟୁଜ)୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଅଧିକାରୀମାନଙ୍କ ସହ ଏକାମ୍ର କ୍ଷେତ୍ର ପରିଦର୍ଶନ ସହ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ।ଏବେ ସରକାରଙ୍କ ନଜରରେ ରହିଛି ଏକାମ୍ର କ୍ଷେତ୍ର ।ବିଶ୍ବ ଐତିହ୍ୟ ରେ ଏକାମ୍ର କ୍ଷେତ୍ର ସାମିଲ କରିବାକୁ ରାଜ୍ୟ ସରକାର କରିଛନ୍ତି ଯୋଜନା । ଏହାର ବିକାଶ ପାଇ ସରକାରଙ୍କ ପକ୍ଷରୁ କରାଯାଉଥିବା ଉନ୍ନୟମ କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ସଚିବ।ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଲିଙ୍ଗରାଜ ମନ୍ଦିର ନିକଟରେ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିବା ସହ ଶିବରାତ୍ରି ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.