ଆର ପାରିରେ ସୁର ବାବା

0 430

ଭୁବନେଶ୍ୱର,୭/୧୨(ଏସ ଏସ ନିଉଜ ) ବହୁ ଚର୍ଚ୍ଚିତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା  ସୁର ବାବାଙ୍କ ର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି।  କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ  ଅବସ୍ଥାରେ  ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।୨୦୧୫ରେ  ଝି ଇଣ୍ଟି ର  ତ୍ରାହି1ଅଚ୍ୟୁତ ଆଶ୍ରମର ମୁଖ୍ୟ  ସୁର ବାବା  ବିଭିନ୍ନ କେଳେଙ୍କାରୀ, ହତ୍ୟା ମାମଲାରେ ଗିରଫ ହୋଇଥିଲେ।୩ବର୍ଷ ରୁ ଉର୍ଦ୍ଧ ଦିନ ଝାଡ଼ପଡା ରେ  ରହିବା ପରେ ସର୍ତ୍ତ ମୂଳକ  ଭାବେ ଜାମିନ ମିଳିଥିଲା ।

 

Leave A Reply

Your email address will not be published.