୬କିମି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ ପିଲା

0 109

କେନ୍ଦୁଝର,୩/୮(ଏସ ଏସ ନିଉଜ) ୬ କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଠିଲେ ପିଲା ।ଜିଲ୍ଲାପାଳଙ୍କୁ ଭେଟି ନିଜ ସ୍କୁଲ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।ହଷ୍ଟେଲ ସମସ୍ୟା ସଂପର୍କରେ ଅଭିଯୋଗ କରିବାରୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.