୭୨ ତମ ସାଧାରଣତନ୍ତ୍ର ଦିବସପାଳିତ

0 298

ଭୁବନେଶ୍ବର,୨୬/୧(ଏସଏସନିୟୁଜ) ୭୨ ତମ ସାଧାରଣତନ୍ତ୍ର ଦିବସ ଓଡିଶା ମିଡିଆ ୱେଲ୍ ଫେୟାର ଆସୋସିଏସନ (ଓଏମ ଏ) ପକ୍ଷରୁ ରଘୁନାଥପୁର କାର୍ଯ୍ୟ।ଳୟଠାରେ ପାଳିତ ହୋଇଯାଇଛି । ଆସୋସିଏସନର ରାଜ୍ୟ ସଭାପତି ଲିଙ୍ଗରାଜରାଉତ ପତାକା ଉତୋଳନ କରିଥିବାବେଳେ ଆସୋସିଏସନର ଉପସଭାପତି ସଞ୍ଜୟ ମହାନ୍ତି,କମଳାକାନ୍ତ ନାୟକ,ନିରଞ୍ଜନ ରେଡି,ପ୍ରମୁଖ ଉପସ୍ତିତ ଥିଲେ।

ବାରଙ୍ଗ ପ୍ରେସ କ୍ଲବ କାର୍ଯ୍ୟ।ଳୟଠାରେ କ୍ଲବର ସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀ ପତାକା ଉତୋଳନ କରିଥିବାବେଳେ ପ୍ରକାଶ ଚନ୍ଦ୍ର ସାହୁ,କମଳାକାନ୍ତ ନାୟକ,କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଗୌତମ କୁମାର ରାଉତ ,ଦେବେନ୍ଦ୍ର ନାଥ ସାହୁ,ସୁଶାନ୍ତ ପରିଡ଼ା,ପ୍ରଶାନ୍ତ ସାହୁ,ତ୍ରିଲୋଚନ ଦାସ,ସଂଗ୍ରାମ କେଶରୀ ଦାସ, ଲୋଚନ ମୁଦୁଲି,ଦୁଷ୍ମନ୍ତ ଜେନା,ଜଗନ୍ନାଥ ଭଞ୍ଜ,ସନ୍ତୋଷ ମଲ୍ଲିକ,ମହମ୍ମଦ ମୁନାବ,ଅଜୟ ରାଉତ, ସନ୍ତୋଷ ରାଉତ, ତୁଷାରକାନ୍ତ ବେହେରା, ଚିତ୍ରସେନ ବାରିକ,ପ୍ରଦୀପ ସ୍ୱାଇଁ ଆଦି ସଦସ୍ୟମାନେ ଉପସ୍ଥିତ ରହି ଭାରତ ମାତାର ଜୟଗାନ କରିଥିଲେ।

ସୁରକ୍ଷା ପକ୍ଷରୁ ଚନ୍ଦ୍ରଶେଖରପୁର ଜଳ ପ୍ରକଳ୍ପ ପରିସରରେ ୭୨ ତମ ସାଧାରଣତନ୍ତ ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକାକ୍ରମରେ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡା ପତାକା ଉତ୍ତୋଳନ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ମହାପାତ୍ର ,ଅମ୍ବିକା ପ୍ରସାଦ ପରିଡା, ପଦ୍ମଲୋଚନ ସାହୁ, କୈଳାଶ ଜେନା, କମଳ ନନ୍ଦୀ, ରାଜେନ୍ଦ୍ର ମଲ୍ଲିକ, ନିବେଦିତା ଲେଙ୍କା, ସ୍ୱର୍ଣ୍ଣଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ କେଶବ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave A Reply

Your email address will not be published.