୮ ଗ୍ରାମ ବ୍ରାଉନସୁଗାର ଓ ବାଇକ ଜବତ

0 127

ସୁନ୍ଦରଗଡ଼, ,୩୧/୭(ଏସଏସନିଉଜ) ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ୪ ଜଣ ନିଶା ବେପାରୀ ଓ ଯୋଗାଣକାରୀଙ୍କଠାରୁ ୮ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବାଇକ୍ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।ଶନିବାରଦିନ ବନଦୁର୍ଗା ମନ୍ଦିର ପାଖରେ କୈାଣସିସୁତ୍ରରୁ ଖବରପାଇ ପୋଲିସ ଜଗି ରହିଥିବାବେଳେକ୍ରେତା ଓ ବିକ୍ରେତାକୁ ଧରିବାରେ ସକ୍ଷମ ହୋଇଥିଲା । ପୋଲିସ ସେମାନଙ୍କ ଠାରୁ ୮ଗ୍ରାମ ୧୫୦ ମିଲିଗ୍ରାମ ବାଉନସୁଗାର ଓ ଏକ ନମ୍ଵର ବିହିନ ବାଇକକୁ ମଧ୍ୟ ଜବତ କରିଥିଲାବୋଲି ସାମ୍ଵାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.