୯ ନୂଆ ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0 290

ଭୁବନେଶ୍ବର,୨୦।୧(ସତ୍ୟସନ୍ଧାନ ଡେସ୍କ)୯ଟି ନୂଆ ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୧୧ଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନବୀନଙ୍କ ନିର୍ଦେଶ । ଝାରସୁଗୁଡ଼ାରେ ହେବ କାର୍ଡିଆକ କେୟାର ଡାକ୍ତରଖାନା। କଟକ ଶିଶୁଭବନରେ ପିଜି ପିଲାଙ୍କ ପାଇଁ ହେବ ବହୁମୁଖୀ ସୁବିଧା କଂପ୍ଲେକ୍ସ । କଟକ କ୍ୟାନସର ହସ୍‌ପିଟାଲ ଓ କ୍ୟାପିଟାଲ ହସ୍‌ପିଟାଲର ବିକାଶ କରାଯିବ । ବରଗଡ଼ କ୍ୟାନସର ହସ୍‌ପିଟାଲର ନିର୍ମାଣ ନେଇ ମଧ୍ୟ ଆଲୋଚନା। OPSC ଦ୍ବାରା ୨ ହଜାରରୁ ଅଧିକ ଡାକ୍ତରଙ୍କ ନିଯୁକ୍ତି ହେବେ । ଅଧିକରୁ ଅଧିକ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟସେବା ଦେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।

Leave A Reply

Your email address will not be published.