୯୦କେଜି ଗଞ୍ଜେଇ ଜବତ

0 122

ଭୁବନେଶ୍ୱର,୭ା୧(ଏସଏସନିଉଜ) ମହାରାଷ୍ଟ୍ର ଆଣ୍ଟିନାର୍କୋଟିକ୍ସ ସେଲ ଅମ୍ବରନାଥଅଞ୍ଚଳରୁ ୩ଡ୍ରଗ୍ ବେପାରୀଙ୍କୁ ଗିରଫକରିଛିା ଅନ୍ତର୍ଜାତୀୟବଜାରରେ ୧୭ଲକ୍ଷଟଙ୍କା ମୂଲ୍ୟର ୯୦କେଜି ଗଞ୍ଜେଇ ଉଦ୍ଧାର କରିଛିା ଏହାସହ ୩ବେପାରୀଙ୍କ ବିରୋଧରେଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିବାର ଜଣାପଡିଛି ।

 

Leave A Reply

Your email address will not be published.