କୋଭିଡ୍ ଜରୁରୀକାଳୀନ ୱାର୍ଡରେ ଲଭୟୁଜିନ୍ଦେଗୀ ଗୀତ

0 152

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ)ସାଂଘାତିକ କରୋନାଭାଇରସ୍ ମହାମାରୀ ପରେ ସୋସିଆଲ ମିଡିଆରେ ଅନେକ ଦୁଃଖଦ କାହାଣୀ, ଚିତ୍ର ଏବଂ ଭିଡିଓ ସବୁ ଚର୍ଚ୍ଚାର ବିଷୟ ପାଲଟିଛି ।କରାଯାଉଥିବା ପୋଷ୍ଟଗୁଡିକ ମଧ୍ୟରୁ ଅଧିକାଂଶ ହୃଦୟ ବିଦାରକ ରହିଥିଲେ ମଧ୍ୟ ନିଶ୍ଚିତ ଭାବରେ, ଏକ ଆଶା ଏବଂ ବିଶ୍ୱାସର ଭାବନା ମଧ୍ୟ ସୃଷ୍ଟି କରିବ ,ଯାହାକୁ ଟ୍ୱିଟରରେ ସୂଚନା ଦେବାସହ ଜରୁରୀକାଳୀନ ୱାର୍ଡର ୩୦ ବର୍ଷ ବୟସ୍କା ରୋଗୀଙ୍କ କାହାଣୀ ଇଛନ୍ତି ଡାକ୍ତର ମୋନିକା ଲାଙ୍ଗେ । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଯୁବତୀ ଜଣକ ମେ ୮ରେ ମେଡିକାଲକୁ ଆସିବାପରେ ଆଇସିୟୁ ବେଡ୍ ପାଇନାହାଁନ୍ତି ଏବଂ କୋଭିଡ୍ ଜରୁରୀକାଳୀନ ୱାର୍ଡରେ ରହି ଚିକିସ୍‌ିତ ହେଉଛନ୍ତି । ଯୁବତୀଙ୍କ ଦୃଢ ଇଚ୍ଛାଶକ୍ତି ଅଛି ଏବଂ ସେ ନିଜକୁ ବଂଚାଇବାପାଇଁ ,ଆଶାନହରାଇବାର ବାର୍ତା,ଅନ୍ୟମାନଙ୍କୁ ଦେବାପାଇଁ କିଛି ସଙ୍ଗୀତ ବଜାଇ ପାରିବେ କି ବୋଲି ଡାକ୍ତରଙ୍କୁ ପଚାରିଥିଲେ। ଡାକ୍ତର ରାଜିହେବାରୁ ଯୁବତୀଜଣଙ୍କ ଶାହରୁଖ ଖାନ ଏବଂ ଆଲିଆ ଭଟ୍ଟଙ୍କ ୨୦୧୬ ଚଳଚ୍ଚିତ୍ର ଜିନ୍ଦେଗିରୁ ଲଭୟୁଜିନ୍ଦେଗୀ ଗୀତଟି ବୋଲିଥିଲେ ।

 

Leave A Reply

Your email address will not be published.