ପରଲୋକରେ ବିଜୟ ସାହୁ

0 216

ଭୁବନେଶ୍ୱର,୩/୬(ଏସଏସନିୟୁଜ) ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । କରୋନା ରେ ଆକ୍ରାନ୍ତହେବାପରେ ଚିକିସ୍‌। ପାଇଁ ମେଡିକାଲରେ ଭର୍ତ୍ତୀ ହୋଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରୁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

Leave A Reply

Your email address will not be published.