ରାଜଧାନୀରୁ ଧରାହେଲେ ୨ଜଣ ଧଳାଜହର ବେପାରି

0 197

ଭୁବନେଶ୍ୱର,୩/୬(ଏସଏସନିୟୁଜ) ରାଜଧାନୀରୁ ଧରାହେଲେ ୨ଜଣ ଧଳାଜହର ବେପାରି ଓ ଏହାସହିତ ସେମାନଙ୍କଠାରୁ ୬ ଲକ୍ଷ ଟଙ୍କ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ସହ ବାଇକ୍ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।କୈାଣସିସୁତ୍ରରୁ ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଦୁଇ ବ୍ରାଉନସୁଗର ବେପାରୀଙ୍କୁ କଟକ ରୋଡରେ ଧରବାକୁ ସକ୍ଷମ ହୋଇଥିଲେ । ସହିଦନଗର ଥାନା ଶାନ୍ତି ଲ୍ଲୀ ବସ୍ତିର ଏସ୍‌କେ ୱାସିନ୍ ଓ ଲକ୍ଷ୍ମୀସାଗର ଥାନା ବୁଧେଶ୍ୱରୀ ଅଞ୍ଚଳର ଡମ୍ବୁରଧର ବିଶ୍ୱାଳ ଙ୍କଠାରୁ ପାଖାପାଖି ୬ ଲକ୍ଷ ଟଙ୍କା ର ୫୧ ଗ୍ରାମ୍ ବ୍ରାଉନସୁଗର ଜବତ କରିବା ସହ ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି ।

Leave A Reply

Your email address will not be published.