ମୁହଁ ଖୋଲିଲେ ରୋଷେୟା

0 331

ପାରଳାଖେମୁଣ୍ଡି ,୧୫/୭(ଏସଏସନିୟୁଜ)ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଏବେ ନୁଆ ମୋଡ ନେଇଛି । ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ବାପା ଆଣିବାପରେ ପାରଳାଖେମୁଣ୍ଡି ପୋଲିସ ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟା ଭାରତୀ, ଊୠଙ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୌମ୍ୟ ରଂଜନଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀଙ୍କ ଭୁମିକାକୁନେଇ ପରିବାର ଲୋକ ସନ୍ଦେହ କରିଆସୁଥିଲେ ।ତେବେ ରୋଷେୟା ଘଟଣା ସମୟ ରେ ପାଖ ରେ ଅନ୍ୟଜଣେ ଏସିଏଫଙ୍କ ଘରେ ରହିଥିବାବେଳେ ପାଟିଶୁଣି ଆସିଥିବାବେଳେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.