୫ ଦୋକାନରୁ ଚୋରି

0 153

ନବରଙ୍ଗପୁର,୨/୮(ଏସଏସନିୟୁଜ) ଗତ ରାତିରେ ଶଙ୍ଖାରି ସାହି ଏବଂ ସୁନାରୀ ସାହି ନିକଟସ୍ଥ ପୁରୁଣା ଦୈନିକ ବଜାରରେ ଥିବା ହୋଲସେଲ ଦୋକାନ, ଅଣ୍ଡା ଦୋକାନ, ପାନ ଦୋକାନ ଓ କିରାଣୀ ଦୋକାନ ଆଦି ୫ ଗୋଟି ଦୋକାନ ରୁ ଚୋରି ହୋଇଛି । ଦୁର୍ବୁତ୍ତମାନେ ଦୋକାନ ର ତାଲା ଭାଙ୍ଗି ମୂଲ୍ୟବାନ ଜିନିଷ ସହିତ ନଗଦ ଟଙ୍କା ନେଇ ଯାଇଥିବା ଜଣାପଡିଛି ।ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.